କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ପରଲୋକ

Advertisment
କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ପରଲୋକ

ବୁଏନ୍ସ ଏୟାରିସ : ବିଶ୍ବ ଫୁଟବଲର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଖବର ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ୧୯୮୬ରେ ମେକ୍ସିକୋରେ ଅନୁଷ୍ଠିତ ବିଶ୍ବକପ ଫୁଟବଲରେ ଚମତ୍କାର ଖେଳ ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ଚାମ୍ପିୟନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe