ବ୍ରିସ୍ବେନ୍: ବିଶ୍ୱର ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆଣ୍ଡି ମରେ ବ୍ରିସ୍ବେନ୍ ଓପନ୍ରୁ ଓହରି ଯାଇଛନ୍ତି। ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆନ୍ ଓପନ୍କୁ ନଜରରେ ରଖି ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଡାହାଣ ଜଂଘରେ ଆଘାତ ଯୋଗୁଁ ମରେ ଗତ ଏଟିପି ଟୁର୍ ଖେଳି ପାରିନଥିଲେ। ଏଥିସହ ଯନ୍ତ୍ରଣା ସତ୍ତ୍ୱେ ଓ୍ଵିମ୍ବଲ୍ଡନ୍ କ୍ୱାର୍ଟର୍ ଫାଇନାଲ୍ରେ ୫ ସେଟ୍ ସଂଘର୍ଷ କରିବା ପରେ ଆମେରିକୀୟ ତାରକା ସାମ୍ କ୍ୱରେଙ୍କଠୁ ହାରି ବିଦାୟ ନେଇଥିଲେ।
ବ୍ରିସ୍ବେନ୍ ଓପନ୍ରୁ ଓହରିଲେ ମରେ
Advertisment
Follow Us