‘ଝଲକ ଦିଖ୍‌ଲା ଜା-୧୦’ରେ ଦୂତି

Advertisment
‘ଝଲକ ଦିଖ୍‌ଲା ଜା-୧୦’ରେ ଦୂତି

ଭୁବନେଶ୍ବର: ରନିଂ ଟ୍ରାକ୍‌ରେ ଯାଦୁ ଦେଖାଇ ସାରିବା ପରେ ଦୌଡ଼ରାଣୀ ଦୂତି ଚାନ୍ଦ ଏବେ ଡ୍ୟାନ୍ସ ଫ୍ଲୋର୍‌ରେ କମାଲ କରିବାକୁ ଯାଉଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ଝଲକ ଦିଖ୍‌ଲା ଜା’ର ଦଶମ ସଂସ୍କରଣରେ ସେ ନାଚୁଥିବା ଖୁବଶୀଘ୍ର ଦେଖିବାକୁ ମିଳିବ। ଦୂତି ଏହାକୁ ଏକ ଆହ୍ବାନ ଭାବେ ନେଇଛନ୍ତି। ନୃତ୍ୟରେ କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ନଥିଲେ ମଧ୍ୟ ଜଣେ କ୍ରୀଡ଼ାବିତ୍ ହୋଇଥିବାରୁ ନାଚ ଶିଖିବା ତାଙ୍କ ପାଇଁ ଆଦୌ କଷ୍ଟକର ହେବନି ବୋଲି କହିଛନ୍ତି ସେ। ଏହି କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶିକା ରବିନା ଚୌଧୁରୀ ହେବେ ଦୁତିଙ୍କ ପାର୍ଟନର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe