ଭୁବନେଶ୍ୱର: ନାଲ୍କୋର ଦାମନଯୋଡ଼ିସ୍ଥିତ ଆଲୁମିନା ରିଫାଇନାରିକୁ ୨୦୧୬ ବର୍ଷ ପାଇଁ କଳିଙ୍ଗ ନିରାପତ୍ତା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ଡକ୍ଟର ଏସ୍ ସି ଜମିରଙ୍କଠାରୁ କଂପାନିର ମହାପ୍ରବନ୍ଧକ (ରିଫାଇନାରି) ଆର୍ ଏସ୍ ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇଁ କଂପାନିର ଅଧ୍ୟକ୍ଷ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନାଲ୍କୋକୁ କଳିଙ୍ଗ ନିରାପତ୍ତା ପୁରସ୍କାର
Advertisment
Follow Us