ଟି-୨୦ ବିଶ୍ବକପ୍‌-୨୦୨୬ ପାଇଁ ଯୋଗ୍ୟତା ହାସଲ କଲେ ଜିମ୍ବାୱେ ଓ ନାମିବିଆ

ଟି-୨୦ ବିଶ୍ବକପ୍‌-୨୦୨୬ ପାଇଁ ଜିମ୍ବାୱେ ଓ ନାମିବିଆ ଯୋଗ୍ୟତା ହାସଲ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ୧୭ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଟି-୨୦ ବିଶ୍ବକପରେ ମୋଟ୍‌ ୨୦ଟି ଦଳ ଅଂଶଗ୍ରହଣ କରିବେ। 

cri

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌-୨୦୨୬ ପାଇଁ ଜିମ୍ବାୱେ ଓ ନାମିବିଆ ଯୋଗ୍ୟତା ହାସଲ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ୧୭ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଟି-୨୦ ବିଶ୍ବକପରେ ମୋଟ୍‌ ୨୦ଟି ଦଳ ଅଂଶଗ୍ରହଣ କରିବେ। 


ଗତବର୍ଷ ଆୟୋଜିତ ଟି-୨୦ ବିଶ୍ବକପରେ ସୁପର-୯ରେ ସ୍ଥାନ ପାଇଥିବା ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରସାରିଛନ୍ତି। କିଛି ଟିମକୁ ରାଙ୍କିଂ ଆଧାରରେ ‌ଯୋଗ୍ୟତା ହାସଲ ହୋଇଛି।  

Cricket

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe