ନନ୍ଦକିଶୋର ସ୍ମାରକୀ ମହିଳା ଫୁଟ୍‌ବଲ୍‌ ଆଜିଠୁ

Advertisment
ନନ୍ଦକିଶୋର ସ୍ମାରକୀ ମହିଳା ଫୁଟ୍‌ବଲ୍‌ ଆଜିଠୁ

ଭୁବନେଶ୍ବର: ସିଟି କ୍ଲବ୍‌ ଓ କିଟ୍ ମିଳିତ ଆନୁକୂଲ୍ୟରେ କିଟ୍‌ ଫୁଟ୍‌ବଲ୍‌ ପଡ଼ିଆଠାରେ ପ୍ରଥମ ନନ୍ଦକିଶୋର ସ୍ମାରକୀ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହେବ। ଏଥିରେ ମୋଟ ୬ ଦଳ ୟୁନିଟ୍–୬ ଦୌଡ଼କୁଦ ସଂଘ, ନିତା ଅମ୍ବାନୀ ଫୁଟ୍‌ବଲ୍‌ ଏକାଡେମି, କିଟ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା ପୋଲିସ, ବିଡ଼ାନାସୀ ଏଫ୍‌ସି ଏବଂ ମନୋରମା କ୍ଲବ ଦେବଗଡ଼ ଭାଗ‌ନେବେ। ପ୍ରତି ଦିନ ଦୁଇଟି ଲେଖାଏଁ ମ୍ୟାଚ୍ ସକାଳ ୮ଟା ଏବଂ ଅପରାହ୍ଣ ୩.୩୦ରେ ଖେଳାଯିବ। ଫାଇନାଲ୍‌ ୨୦ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe