ଜାତୀୟ ବାଳିକା ହକି ଲାଗି ଓଡ଼ିଶା ଦଳ

Advertisment
ଜାତୀୟ ବାଳିକା ହକି ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ହରିଆନାର ଇସାରଠାରେ ମେ ୨୭ରୁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନବମ ଜାତୀୟ ବାଳିକା (ଉପକନିଷ୍ଠ) ହକି ପ୍ରତିଯୋଗିତା ଲାଗି ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ମମତା କିଣ୍ଡୋ ଅଧିନାୟିକା ଥିଲା ‌ବେଳେ ଲକ୍ଷ୍ମୀଧର ମହାନ୍ତି ପ୍ରବନ୍ଧକ ଏବଂ ରେସ୍‌ମା ଲାକ୍ରା ପ୍ରଶିକ୍ଷକ ରହିଛନ୍ତି।
ଦଳ: ନାମ୍‌ସି ଜାରିକା, ମମତା କିଣ୍ଡୋ, ମେରି କାନ୍ଦୁଲାନା, ଜେଲିନ ସୋରେଙ୍ଗ, ଦିପିମୋନିକା ଟପ୍ପୋ, ରଶ୍ମୀ କିଷାନ, ଲକ୍ଷ୍ମୀ ଚିକ୍‌, ସୁମନ ହେମ୍ରମ, ଅସୀମା ରାଉତ, ପ୍ରିୟା ଟପ୍ପୋ, ଜନନୀ ସୋରୋନିଆ, ପିଙ୍କି ବିଲୋର, ପ୍ରତିଭା କିଣ୍ଡୁ, ମାରିଆମ ଧନୱାର, ସୁମି ମୁଣ୍ଡରି, ପ୍ରିୟା କୁଜୁର, ସୁପ୍ରିୟା କୁଜୁର, ସନ୍ଧ୍ୟା କୁଜୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe