ଜାତୀୟ ଜିମ୍ନାଷ୍ଟିକ୍‌ ପାଇଁ ଓଡ଼ିଶା ଦଳ

Advertisment
ଜାତୀୟ ଜିମ୍ନାଷ୍ଟିକ୍‌ ପାଇଁ ଓଡ଼ିଶା ଦଳ

Beautiful girl gymnast isolated on a white background. Girl in a cartoon style perform gymnastic exercises. Vector illustration.

କଟକ: ମୋହାଲିରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ବରିଷ୍ଠ ଜିମ୍ନାଷ୍ଟିକ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଏକ ୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଚିନ୍ମୟ ବେହେରା, ସାହାବାଜ ଆଲାମ, ଭାଷ୍କର ବେହେରା, ସୀତାକାନ୍ତ ଓଝା, ଉମାକାନ୍ତ ଓଝା ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାକୁ ଥିବାବେଳେ କରୁଣାକର ପରିଡ଼ା ପ୍ରଶିକ୍ଷକ ଓ ଦୀପ୍ତିରଂଜନ ଶତପଥୀ ପ୍ରବନ୍ଧକ ଭାବେ ଦଳ ସହିତ ରହିବେ। ଓଡ଼ିଶା ଦଳକୁ ରାଜ୍ୟ ଜିମ୍ନାଷ୍ଟିକ୍‌ ସଂଘର ସମ୍ପାଦକ ଅଶୋକ ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe