ଜାତୀୟ ହକି: କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା

ଓଡ଼ିଶାରୁ ଅମିତ୍‌, ଦୀପ୍‌ସାନ୍‌, ବୀରେନ୍ଦ୍ର ଓ ନୀଲମ୍‌

ଭୁବନେଶ୍ୱର: ଉତ୍ତର ପ୍ରଦେଶର ସେଫାଇରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳକ ହକି (ଏ-ଡିଭିଜନ) ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ପହଞ୍ଚି ଯାଇଛି। ପୁଲ୍‌-ଡି’ରେ ସାମିଲ ଥିବା ଓଡ଼ିଶା ରବିବାର ଉତ୍ତର ପ୍ରଦେଶ ନିକଟରୁ ୨-୩ ଗୋଲ୍‌ରେ ହାରି ଯାଇଥିଲା ବେଳେ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ସ୍କୁଲ୍‌ ସ୍ପୋର୍ଟସ୍‌ ସଂଘକୁ ୭-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe