ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌, ତାମିଲନାଡୁକୁ ୩-୦ରେ ହରାଇଲା ଓଡ଼ିଶା

ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌, ତାମିଲନାଡୁକୁ ୩-୦ରେ ହରାଇଲା ଓଡ଼ିଶା

କଟକ: ଅରୁଣାଚଳ ପ୍ରଦେଶରେ ଜାତୀୟ ଉପ କନିଷ୍ଠ ଫୁଟବଲ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଶା ୩-୦ ଗୋଲରେ ତାମିଲନାଡୁକୁ ହରାଇଛି। ବିଜୟୀ ଦଳ ପାଇଁ ଅରବିନ୍ଦ ଲାକ୍ରା ୧୬ ମିନିଟ୍‌ରେ ପ୍ରଥମ ଗୋଲ, ୫୫ ମିନିଟ୍‌ରେ ଅଧିନାୟକ ଅନୀଲ ଟପ୍ପୋ ଓ ୭୫ ମିନିଟ୍‌ରେ ଶଶୀକାନ୍ତ ପ୍ରଧାନୀ ତୃତୀୟ ଗୋଲ ଦେଇ ଦଳକୁ ଜିତାଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ୬ ତାରିଖରେ ମହାରାଷ୍ଟ୍ରକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe