ଜାତୀୟ କନିଷ୍ଠ ଫୁଟ୍‌ବଲ, ଆକାଶ ଓଡ଼ିଶା ଅଧିନାୟକ

Advertisment
ଜାତୀୟ କନିଷ୍ଠ ଫୁଟ୍‌ବଲ, ଆକାଶ ଓଡ଼ିଶା ଅଧିନାୟକ

କଟକ: ମେଘାଳୟର ସିଲଂଠାରେ ଆୟୋଜିତ ହେବାକୁ ଥିବା ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଆକାଶ ଦେ’ଙ୍କ ନେତୃତ୍ବରେ ୨୦ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ସୁରଜ ଥାପ୍ପା ପ୍ରଶିକ୍ଷକ, ଶେଖ ମନଜୁର ସହକାରୀ ପ୍ରଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ଦଳ ୨୫ ତାରିଖରେ ସିଲଂ ଗସ୍ତ କରିବ। ୨୮ ତାରିଖ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ସାଇ ସହିତ ଏବ˚ ୩୦ ତାରିଖରେ ମେଘାଳୟ ସହ ହେବ।

ଓଡ଼ିଶା ଦଳ: ଦେବ ସାମଲ, ସୋୟମ ରାଉତରାୟ, ରାହୁଲ କିଶାନ, ଜଗନ୍ନାଥ ଟୁଡୁ, ଵଙ୍ଗଡେନ ଲାମା, ସମୟ କୁମାର ବାସ୍କେ, ଜ୍ୟୋର୍ତିମୟ ଗରଢିଆ, ବିକାଶ ବେହେରା, ଲେସନ କୁମାର ମୁଣ୍ତା, ଆକାଶ ଦେ, କାହ୍ନୁ ମଲ୍ଲିକ, ଜଗଦୀଶ ଓରାମ, ଏମ୍‌ ତ୍ରିନାଥ, ଝୁନୁ କୁଲ୍‌ଡି, ଅଜୟ ବରୁଵା, ପ୍ରିୟା˚ଶୁ କୁମାର ବିଶ୍ବାଳ, ଅବିନାଶ ସାମଲ, ପରାଉ ମୁର୍ମୁ, ଯଦୁନାଥ ହା˚ସଦା, ପୀୟୂଷ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe