ଜାତୀୟ ଉପ କନିଷ୍ଠ ହକି

Advertisment

ସେମିରେ ଓଡ଼ିଶା-ଗାଙ୍ଗପୁର

ସେମିରେ ଓଡ଼ିଶା-ଗାଙ୍ଗପୁର

ଓଡ଼ିଶାରୁ ଅମିତ୍‌, ଦୀପ୍‌ସାନ୍‌, ବୀରେନ୍ଦ୍ର ଓ ନୀଲମ୍‌

କଟକ: ଉତ୍ତରପ୍ରଦେଶର ସାଇଫାଇଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ଏବଂ ଗାଙ୍ଗପୁର ଦଳ ଭେଟାଭେଟି ହେବେ। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ୧-୦ ଗୋଲ୍‌ରେ ମଧ୍ୟପ୍ରଦେଶକୁ ଏବଂ ଗାଙ୍ଗପୁର ୩-୦ ଗୋଲ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଥିଲେ। ଓଡ଼ିଶା ପକ୍ଷରୁ ହାଇଦର ଅଲ୍ଲୀ ୪୯ ମିନିଟ୍‌ରେ ଏକମାତ୍ର ଗୋଲ୍‌ ଦେଇଥିଲା ବେଳେ ଗାଙ୍ଗପୁର ପକ୍ଷରୁ ଅଧିନାୟକ ସୁଦୀପ ଚିର୍ମାକୋ (୫, ୨୨, ୫୫ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe