କଟକ: ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ବିହାର ପାଟନାଠାରେ ୩୦ତମ ଜାତୀୟ ଉପକନିଷ୍ଠ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ପାଟନା ଗସ୍ତ କରିଛି। ବାଳକ ଦଳରେ ଗୁରୁ ଚାଲାନ, କେଦାର ହାତୀ, ଜିତେନ୍ଦ୍ର ରାଉତ, ଦିଲ୍ଲୀପ ମହାରଣା, ଶିକରେନ୍ଦ୍ର ପଟ୍ଟମାଝୀ, ପାର୍ଥ ସାରଥୀ ନାୟକ, ଲିପୁ କାଣ୍ତି, ପ୍ରିୟ ରଞ୍ଜନ ମୁର୍ମୁ, ବାବିନ ବାରାମୁ, ପବିତ୍ର ସାହୁ, ଅମନ ନାୟକ, ଅସଲମ ସୁଲତାନ ଏବ˚ ବାଳିକା ଦଳରେ ସୌଦାମିନି ଦାଶ, ଶୁଶିଲା ବାତ୍ରା, ଧରିତ୍ରୀ ସି˚ହ, ଟୁନୁ ଦଳେଇ, ସୁପ୍ରିୟା ପଣ୍ତା, ଗିତାଞ୍ଜଳୀ ରାଉତ, ଲକ୍ଷ୍ମୀପ୍ରିୟା ନାଏକ, ଅନିତା ସେନାପତି, ସ୍ମୃତିପ୍ରଜ୍ଞା ଦଳେଇ, ସୁନିତା ରାଣୀ ମଲ୍ଲିକ, ପୁଷ୍ପାଞ୍ଜଳୀ ମାଝୀ ଓ ସୌଦାମିନୀ ସ୍ବାଇଁ ପ୍ରମୁଖ ରାଜ୍ୟ ଦଳରେ ସ୍ଥାନ ପାଇଛନ୍ତି। ଓଡ଼ିଶା କବାଡ଼ି ସ˚ଘ ସମ୍ପାଦକ ଅଜୟ କୁମାର ବେହେରା ରାଜ୍ୟ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ଉପକନିଷ୍ଠ କବାଡ଼ି ପାଇଁ ଓଡ଼ିଶା ଦଳର ପାଟନା ଗସ୍ତ
Advertisment
Follow Us