କଟକ/ଭୁବନେଶ୍ବର: ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ନବମ ସଂସ୍କରଣରୁ ଓଡ଼ିଶା ଏବଂ ଗାଙ୍ଗପୁର ଦଳର ଅଭିଯାନ ଶେଷ ହୋଇଯାଇଛି। ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ଓଡ଼ିଶା ୦-୩ ଗୋଲ୍ରେ ମଧ୍ୟପ୍ରଦେଶଠୁ ଏବଂ ଗାଙ୍ଗପୁର ୧-୮ ଗୋଲ୍ରେ ଝାଡ଼ଖଣ୍ଡ ନିକଟରୁ ହାରି ବିଦାୟ ନେଇଛନ୍ତି। ଗାଙ୍ଗପୁର ଦଳ ପକ୍ଷରୁ ଏକମାତ୍ର ଗୋଲ୍ଟି ସୁନିତା ଖାଖା ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us