ଜାତୀୟ ମହିଳା ଫୁଟ୍‌ବଲ୍‌:ସିକିମ୍‌, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ବିଜୟୀ

Advertisment
ଜାତୀୟ ମହିଳା ଫୁଟ୍‌ବଲ୍‌:ସିକିମ୍‌, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ବିଜୟୀ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୨୩ତମ ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗତାର ତୃତୀୟ ଦିନରେ ସିକିମ୍‌, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ ଏକତରଫା ବିଜୟ ହାସଲ କରିଛନ୍ତି। ପୂର୍ବାହ୍ନରେ ଅନୁଷ୍ଠିତ ୨ ମ୍ୟାଚରେ ସିକିମ୍‌ ୪-୧ରେ ଉତ୍ତରାଖଣ୍ଡକୁ ଏବଂ ପଞ୍ଜାବ ୭-୦ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା। ଅପରାହ୍‌ଣରେ କର୍ଣ୍ଣାଟକ ୩-୦ରେ ରାଜସ୍ଥାନକୁ ଏବଂ ଛତିଶଗଡ଼ ୨-୦ରେ ତେଲେଙ୍ଗାନାକୁ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe