ନେସନ୍ସ କପ୍‌ ମୁଷ୍ଟିଯୁଦ୍ଧ\ଭାରତକୁ ୩ ସ୍ୱର୍ଣ୍ଣ

Advertisment
ଚଞ୍ଚଳା ଟ୍ରଫି: ମହାବୀର ସେମିରେ

ସମ୍ବର (ସର୍ବିଆ),: ଭାରତୀୟ ମହିଳା ଯୁବ ମୁଷ୍ଟିଯୋଦ୍ଧାମାନେ ସର୍ବିଆର ସମ୍ବରରେ ଆୟୋଜିତ ସପ୍ତମ ନେସନ୍ସ କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୩ ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ସହ ମୋଟ ୪ ପଦକ ପାଇଛି। ସୋମବାର ଫାଇନାଲ୍‌ରେ ଜନି (୬୦ କିଲୋଗ୍ରାମ୍‌) ହଙ୍ଗେରିର ଭିକ୍ଟୋରିଆ ମାତେସ୍‌ଙ୍କୁ, ଲଳିତା (୬୪ କିଲୋଗ୍ରାମ୍‌) ରୁଷିଆର କାରିନା କୁଜଲେଭାଙ୍କୁ ଏବଂ ନନ୍ଦିନୀ (୮୧ କିଲୋଗ୍ରାମ୍‌) ପୋଲାଣ୍ଡ୍‌ର ଆଲେସାନ୍ଦ୍ରା ଜୋନକାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ୫୪ କିଲୋଗ୍ରାମ୍‌ ସେମିଫାଇନାଲ୍‌ରେ ରାଜବାଳା ପୋଲାଣ୍ଡ୍‌ର କାଲୁଜା ବିଟାଙ୍କଠୁ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe