ଆଜି ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌

Advertisment

ରବିବାର ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ନ୍ୟୁଜିଲାଣ୍ଡ। ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା ଦଳ କେବଳ ୨୦୦୦ ମସିହାରେ ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଥିଲା।

ରବିବାର ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ନ୍ୟୁଜିଲାଣ୍ଡ। ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା ଦଳ କେବଳ ୨୦୦୦ ମସିହାରେ ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଥିଲା।

gjgdgjdgjj

ଦୁବାଇ: ରବିବାର ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ନ୍ୟୁଜିଲାଣ୍ଡ। ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା ଦଳ କେବଳ ୨୦୦୦ ମସିହାରେ ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଥିଲା। ‌ଏବେ ୨୪ ବର୍ଷ ପରେ ପୁଣି ଥରେ ବିଶ୍ବକପ୍‌ ଟ୍ରଫି ଧରିବାକୁ ନ୍ୟୁଜିଲାଣ୍ଡ ମହିଳାମାନେ ପ୍ରସ୍ତୁତ ହେଉଛନ୍ତି। 

ଦୁବାଇ ଆସିବା ପୂର୍ବରୁ ଏହି ଦଳ ଲଗାତାର ୧୦ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। କିନ୍ତୁ ତିନି ବରିଷ୍ଠ ଖେଳାଳି ସୋଫି ଡିଭାଇନ୍‌, ସୁଜି ବେଟ୍ସ, ଆମେଲିଆ କେର୍‌ଙ୍କ ପାଇଁ ଏହା ଶେ‌ଷ ବିଶ୍ବକପ୍‌ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଚାହିବେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ମ୍ୟାଚ୍‌କୁ ଆଦୌ ହାରିବାକୁ ଚାହିବନି। କାରଣ ୨୦୨୩ ଘରୋଇ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆଠୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିବାରୁ ଏଥର ବିଜେତା ହେବା ପାଇଁ ଆଉ ଏକ ଭଲ ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe