ସବୁ ଫର୍ମାଟରୁ ଅବସର ନେଲେ ଓଡ଼ିଶା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହଳଧର ଦାସ

ସବୁ ଫର୍ମାଟରୁ ଅବସର ନେଲେ ଓଡ଼ିଶା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହଳଧର ଦାସ

କଟକ: ଓଡ଼ିଶା କ୍ରିକେଟ୍‌ର ପୂର୍ବତନ ଅଧିନାୟକ ହଳଧର ଦାସ ରବିବାର କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସେ ଅବସର ନେଇ  ଆନୁଷ୍ଠନିକ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ସଂଘର ସଂପାଦକଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

publive-image

ସେ ୨୦୦୬ ରୁ ୨୦୦୯ ଯାଏ ଓଡ଼ିଶା ରଣଜୀ ଦଳର ସଦସ୍ୟ ଥିଲେ। ବର୍ଷ ୨୦୦୮ରେ ରଣଜୀ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ। ସେ ମୋଟ ୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୩୫ ରନ୍‌ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ଟିମ୍‌ରେ ମଧ୍ୟ ହଳଧର ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe