ନିଖିଳ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌: କିସ୍‌କୁ ଦ୍ୱିମୁକୁଟ

Advertisment
ନିଖିଳ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌: କିସ୍‌କୁ ଦ୍ୱିମୁକୁଟ

ବନ୍ତ: ଟିଲୋସ୍ଥିତ ହନୁମାନଜିୟୁ ମିନି ଷ୍ଟାଡିୟମ୍‌ରେ ଓଡିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ, ଭଦ୍ରକ ଜିଲ୍ଲା ରଗ୍‌ବି ଫୁଟ୍‌ବଲ୍‌ ସଂଘ ଓ ଟିଲୋ ଆଥଲେଟିକ୍‌ ଆସୋସିଏସନ୍‌ ମିଳିତ ସହଯୋଗରେ ଆୟୋଜିତ ଚତୁର୍ଥ ନିଖିଳ ଓଡିଶା ରଗ୍‌ବି ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ କିସ୍‌କୁ ଦ୍ୱିମୁକୁଟ ହାସଲ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ କିସ୍‌ ଦଳଗତ ବିଜେତା ହୋଇଛନ୍ତି। ଭୁବନେଶ୍ୱର ଉପବିଜେତା ଏବଂ ମୟୂରଭଞ୍ଜ ତୃତୀୟ ସ୍ଥାନ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe