ଓ୍ଵାକୋ ଓଡ଼ିଶା ଦଳର ହଙ୍ଗେରୀ ଯାତ୍ରା

Advertisment
ଓ୍ଵାକୋ ଓଡ଼ିଶା ଦଳର ହଙ୍ଗେରୀ ଯାତ୍ରା

ଭୁବନେଶ୍ୱର : ଚଳିତ ମାସ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ହଙ୍ଗେରୀର ବୁଦାପେଷ୍ଟଠାରେ ଆୟୋଜିତ ହେବାକୁ ଥିବା ଓ୍ଵାକୋ ବିଶ୍ୱ କିକ୍‌ ବକ୍ସିଂ ଲାଗି ଓ୍ଵାକୋ ଓଡ଼ିଶାର ୫ ଜଣିଆ ଦଳ ବୁଧବାର ସେଠାକୁ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗୀମାନଙ୍କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ସାଂସଦ ପ୍ରସନ୍ନ ପଟ୍ଟଶାଣୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe