ଭୁବନେଶ୍ବର: ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଜିତିଥିବା ବେଲଜିୟମ୍ ଦଳ ମଙ୍ଗଳବାର ସ୍ବଦେଶ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଧନା ପାଇଛନ୍ତି। ରାଜଧାନୀ ବ୍ରସେଲ୍ସରେ ଲକ୍ଷ ଲକ୍ଷ ଜନତା ବେଲଜିୟମ୍ ଦଳକୁ ସ୍ବାଗତ କରିବା ସହିତ ନାଚ ଗୀତରେ କୁଦି ଉଠିଥିଲେ। ଦେଶର ରାଣୀ ମାଥିଲଦେ, ରାଜା ଫିଲିପ୍ ସ୍ବାଗତ କରିବା ସହିତ ଖେଳାଳିଙ୍କ ସହିତ ଫଟୋ ଉଠାଇଥିଲେ।/sambad/media/post_attachments/wp-content/uploads/2018/12/19-Bel2-300x169.jpg)
ବେଲଜିୟମ୍ରେ ଓଡ଼ିଶା ବିଶ୍ବକପ୍କୁ ସ୍ବାଗତ
Advertisment
Follow Us