ଭୁବନେଶ୍ବର : ଆଗାମୀ ଇଣ୍ଡିଆନ୍ ମହିଳା ଲିଗ୍ (ଆଡବ୍ଲୁଏଲ୍) ଲାଗି ଭୁବନେଶ୍ବର ଭିତ୍ତିକ ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସି ଶୁକ୍ରବାର ଭାରତୀୟ ଦଳର ଅଧିନାୟିକା ଏନ୍ଗାଙ୍ଗୋମ ବାଲା ଦେବୀଙ୍କ ସହ ଚୁକ୍ତି କରିଛି। ଏହି ଷ୍ଟ୍ରାଇକର ଗୋଟିଏ ବର୍ଷ କ୍ଲବ୍ ସହ ରହିବେ। ମଣିପୁର ଜନ୍ମିତ ବାଲା ଦେବୀ ଭାରତ ପକ୍ଷରୁ ସେ ୪୮ ମ୍ୟାଚ୍ ଖେଳି ୩୬ ଗୋଲ୍ କରିଛନ୍ତି।
ବାଲା ଦେବୀଙ୍କ ସହ ଚୁକ୍ତି କଲା ଓଏଫ୍ସି
Advertisment
Follow Us