ପଦ୍ମଶ୍ରୀ ଗ୍ରହଣ କଲେ କିଦାମ୍ବି, ସୋମଦେବ

Advertisment
ପଦ୍ମଶ୍ରୀ ଗ୍ରହଣ କଲେ କିଦାମ୍ବି, ସୋମଦେବ

ନୂଆଦିଲ୍ଲୀ: ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ, ଟେନିସ୍‌ ତାରକା ସୋମଦେବ ଦେବବର୍ମନ୍‌ ଏବଂ ପ୍ରଥମ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପାଟକର ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ଏହା ଘୋଷଣା ହୋଇଥିଲେ ମଧ୍ୟ ପୁରସ୍କାର ପ୍ରଦାନ ବେଳେ ଏହି ୩ କ୍ରୀଡ଼ାବିତ୍‌ ଉପସ୍ଥିତ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe