ପାକିସ୍ତାନୀ ଚିତ୍କାର କରିବେ ‘ଇଣ୍ଡିଆ..ଇଣ୍ଡିଆ..’

Advertisment
ପାକିସ୍ତାନୀ ଚିତ୍କାର କରିବେ ‘ଇଣ୍ଡିଆ..ଇଣ୍ଡିଆ..’

MensXP.com

ମାଞ୍ଚେଷ୍ଟର: ରବିବାର ମ୍ୟାଚ୍‌ରେ ପାକିସ୍ତାନୀ ପ୍ରଶଂସକମାନେ ଭାରତୀୟ ଦଳକୁ ସମର୍ଥନ କରିବେ। ଏଥି ପାଇଁ ବର୍ମିଂହାମ ପଡ଼ିଆରେ ‘ଇଣ୍ଡିଆ...ଇଣ୍ଡିଆ...’ ଚିତ୍କାର କରିବେ। ଇଂଲଣ୍ଡ ଏବେ ଭାରତ ଏବଂ ପାକିସ୍ତାନକୁ ଏକାଠି କରି ଦେଇଛି ବୋଲି କୁହାଯାଉଛି। କିନ୍ତୁ ପାକିସ୍ତାନୀ ପ୍ରଶଂସକମାନେ ଇଂଲଣ୍ଡର ପରାଜୟ ବଳରେ ସେମିଫାଇନାଲ୍ ଆଶା ରଖିଥିବାରୁ ଭାରତକୁ ସମର୍ଥନ କରିବା କଥା କାହାକୁ ଅଛପା ନାହିଁ। ତଥାପି ଭାରତ-ପାକିସ୍ତାନ କୁଟନୈତିକ ସମ୍ପର୍କ ଖରାପ ଥିବାରୁ କ୍ରିକେଟ୍ ଏଥିରେ ସୁଧାର ଆଣିବ ବୋଲି ବିଶ୍ବାସ ରହିଛି। ଭାରତ-ଇଂଲଣ୍ଡ ମୁକାବିଲା ଏଥିପାଇଁ ଚର୍ଚାରେ ରହିଛି। ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ଖୋଲା‌ ଖୋଲି ଭାରତକୁ ସମର୍ଥନ କରିବେ ବୋଲି କହି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe