୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତା: ପାକିସ୍ତାନୀ ଟିମ୍‌ ଯୋଗଦେବା ନେଇ ଆଶଙ୍କା

Advertisment
ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଟିଟି ଉଦ୍‌ଯାପିତ: ପଙ୍କଜ ଓ ସାଲିଙ୍କୁ ସ୍ବର୍ଣ୍ଣ

କଟକ: ଆସନ୍ତା ୧୭ ତାରିଖରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାକିସ୍ତାନ ଟିମ୍‌ ଅଂଶଗ୍ରହଣ ନେଇ ଆଶଙ୍କା ଉପୁଜିଛି। ଭିସା ସଂପର୍କିତ ସମସ୍ୟା ଥିବାରୁ ପାକିସ୍ତାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇପାରି ନାହିଁ। ପୂର୍ବରୁ ଭାରତ ଓ ପାକିସ୍ତାନ ଏନେଇ ଅନୁମତି ଦେଇ ସାରିଛନ୍ତି। ଜୁଲାଇ ୨୨ ଯାଏଁ ଏହି ପ୍ରତିଯୋଗିତା ଚାଲିବ, ଯେଉଁଥିରେ ୧୪ଟି ଦେଶର ଖେଳାଳି ଭାଗ ନେବେ ବୋଲି କଟକରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe