ବ୍ରହ୍ମବରଦା କପ୍‌ ଜିତିଲା ପାରାମାଉଣ୍ଟ୍‌

Advertisment
ବ୍ରହ୍ମବରଦା କପ୍‌ ଜିତିଲା ପାରାମାଉଣ୍ଟ୍‌

ଭୁବନେଶ୍ବର: ଯାଜପୁରରେ ଆୟୋଜିତ ବ୍ରହ୍ମବରଦା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଭୁବନେଶ୍ବରର ପାରାମାଉଣ୍ଟ ୧୨ ରନ୍‌ରେ ବାଲେଶ୍ବରର ୟୁ ଆଣ୍ଡ୍‌ ମି ଦଳକୁ ପରାସ୍ତ କରି ବିଜେତା ହୋଇଛି। ପାରାମାଉଣ୍ଟ୍‌ ୨୪୦/୭ କରିଥିଲା। ଜବାବରେ ବାଲେଶ୍ବର ଦଳ ୯ ୱି‌କେଟ୍‌ ହରାଇ ୨୨୮ ରନ୍‌ କରିଥିଲା। ସାର୍ଥକ ଗାହାନା ଫାଇନାଲ୍‌ ଓ ସୌରଭ ଗୌଡ଼ ପ୍ରତିଯୋଗିତା ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଏବଂ ହିତେଶ ନାୟକ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe