ଲଗାତାର ଦ୍ବିତୀୟ ଥର ପ୍ରଜ୍ଞେଶ ଉପବିଜେତା

Advertisment
ଲଗାତାର ଦ୍ବିତୀୟ ଥର ପ୍ରଜ୍ଞେଶ ଉପବିଜେତା

ଓର୍ଲାଣ୍ଡୋ: ଭାରତୀୟ ଟେନିସ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ ୫୨୦୮୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଓର୍ଲାଣ୍ଡୋ ଓପନ୍‌ରେ ଉପବିଜେତା ହୋଇଛନ୍ତି। ଏଟିପି ଚ୍ୟାଲେଞ୍ଜର ଅନ୍ତର୍ଗତ ଏହି ହାର୍ଡ କୋର୍ଟ ପ୍ରତିଯୋଗିତାର ଫାଇନାଲ୍‌ରେ ସେ ୩-୬, ୪-୬ ସେଟ୍‌ରେ ଆମେରିକାର ବ୍ରାଣ୍ଡନ ନାକାସିମାଙ୍କଠୁ ହାରି ଯାଇଥି‌ଲେ। ଏହା ତାଙ୍କର ଲଗାତର ଦ୍ବିତୀୟ ଉପବିଜେତା ଟ୍ରଫି। ଗତ ସପ୍ତାହରେ ସେ କାରି ଚ୍ୟାଲେଞ୍ଜର ଫାଇନାଲ୍‌ରେ ପହଞ୍ଚି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଏହି ଫଳାଫଳ ବଳରେ ପ୍ରଜ୍ଞେଶ ଏଟିପି ମାନ୍ୟତାରେ ୯ଟି ସ୍ଥାନ ଉପରକୁ ଉଠି ୧୨୮ରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe