ପିସିବି କ୍ରିକେଟ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମେହସିନ ଖାନ୍‌

ପିସିବି କ୍ରିକେଟ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମେହସିନ ଖାନ୍‌

Deccan Herald

କରାଚୀ: ପୁର୍ବତନ ଟେଷ୍ଟ କ୍ରିକେଟର୍‌ ମୋହସିନ ଖାନ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର କ୍ରିକେଟ ସମିତିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସମିତିକୁ ବିଶ୍ୱକପ ସହ ବିଗତ ୩ ବର୍ଷରେ ପାକିସ୍ତାନର ପ୍ରଦର୍ଶନର ସମୀକ୍ଷା କରିବାର ଅଛି।

ପିସିବି ଗୁରୁବାର କହିଛି, ମୋହସିନ ପିସିବି ଅଧ୍ୟକ୍ଷ ଅହସାନ ମନିଙ୍କୁ ନିବେଦନ କରିଥିଲେ ଯେ, ସେ ଏହି ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏବେ ଏହି ସମିତିର ନେତୃତ୍ୱ ନେବେ ଓ୍ଵାସିମ ଖାନ, ଯିଏକି ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଏହି ସମିତିର ଗଠନ ଗତ ବର୍ଷ ଅକ୍ଟୋବରରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe