ପିଚ୍‌ ଅନୁପ୍ରବେଶକାରୀଙ୍କୁ ଜେଲ୍‌

ଜେଲ୍‌ ଗଲେ ୫ ବ୍ରାଉନ୍‌ ସୁଗାର୍‌ ବେପାରୀ

ମସ୍କୋ: ଫ୍ରାନ୍ସ-କ୍ରୋଏସିଆ ବିଶ୍ୱକପ୍‌ ଫାଇନାଲ୍‌ ବେଳେ ପିଚ୍‌ରେ ଅନୁପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣକୁ ମସ୍କୋର ଏକ କୋର୍ଟ ଆଜି ୧୫ ଦିନ ଜେଲ ଦଣ୍ଡ ଦେଇଛି। ତା’ ସହ ଭେରୋନିକା ନିକୁଲସିନା ନାମକ ଏହି ବିକ୍ଷୋଭକାରୀଙ୍କୁ ୩ ବର୍ଷ ଯାଏଁ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତାରୁ ବାସନ୍ଦ କରିଛି। ଏହି ମାମଲାରେ ଜଡ଼ିତ ଅନ୍ୟ ତିନି ଜଣଙ୍କର ବିଚାର ମଙ୍ଗଳବାର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe