ରାଜ୍ୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

Advertisment
ରାଜ୍ୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

କଟକ: ‘ଦି କ୍ଲବ୍‌ ସୁପ୍ରିମ୍‌’ ପକ୍ଷରୁ ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଡିସେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ରାଜ୍ୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଆୟୋଜନ ସମିତିର ଅଧ୍ୟକ୍ଷ ଭାବେ ନାରାୟଣ ପାତ୍ର, ମୁଖ୍ୟ ପୃଷ୍ଠପୋଷକ ସମୀର ଦେ, ପୃଷ୍ଠପୋଷକ ବିନୋଦ ଦାଶ, ଗୀତା ଦାଶ, ସରୋଜ କୁମାର ଜେନା, ରାଜକୁମାରୀ ସ୍ୱାଇଁ, ଉପଦେଷ୍ଟା ମଦନ ରାଓ, ବିଜୟ ଦାଶ, ଦେବୀପ୍ରସାଦ ମହାପାତ୍ର, ସଭାପତି ନବରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳି ବେହୁରା, ସଂଗଠନ ସମ୍ପାଦିକା ସଂଯୁକ୍ତା ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe