ଭୁବନେଶ୍ବର: ପାରା ଏସିଆଡ୍ ଲାଗି ଭାରତୀୟ ବ୍ୟାଡ୍ମିଣ୍ଟନ୍ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଙ୍ଗଳବାର ଜାକର୍ତା ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସହ ଓଡ଼ିଶାରେ ବହୁ ଦିବ୍ୟାଙ୍ଗଙ୍କୁ କ୍ରୀଡ଼ାବିତ୍ ଭାବେ ଗଢ଼ିବାରେ ପ୍ରମୁଖ କାର୍ଯ୍ୟ କରିଥିବା ଶିବ ପ୍ରସାଦ ଦାସ ଦଳୀୟ ଅଧିକାରୀ ଭାବେ ସାମିଲ ହୋଇଛନ୍ତି। ଚଳିତ ମାସ ୬ରୁ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୪୨ ଦେଶରୁ ୧୭ କ୍ରୀଡ଼ାରେ ୨୮୩୧ ଖେଳାଳି ଅଂଶଗ୍ରହଣ କରିବେ।
ପ୍ରମୋଦ ଓ ଶିବଙ୍କ ଜାକର୍ତା ଗସ୍ତ
Advertisment
Follow Us