କେଏଲ ରାହୁଲଙ୍କ ସମର୍ଥନ ପାଇଁ ପହଞ୍ଚିଲେ ଅନ୍ତସତ୍ତ୍ବା ଆଥିୟା ସେଟ୍ଟୀ

Advertisment

ସମ୍ପ୍ରତି ଆଥିୟା ଅନୁଷ୍କା ଶର୍ମାଙ୍କ ସହିତ ଅଷ୍ଟ୍ରେଲିଆରେ ନଜର ଆସିଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଆଥିୟାଙ୍କ ବେବି ବମ୍ପ ଦେଖିବାକୁ ମିଳୁଛି। 

Updated On

ସମ୍ପ୍ରତି ଆଥିୟା ଅନୁଷ୍କା ଶର୍ମାଙ୍କ ସହିତ ଅଷ୍ଟ୍ରେଲିଆରେ ନଜର ଆସିଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଆଥିୟାଙ୍କ ବେବି ବମ୍ପ ଦେଖିବାକୁ ମିଳୁଛି। 

ଅଦ୍ୟତନ ହୋଇଛି
ସଦୗସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଏକ ବଡ ଖୁସି ଖବର ଆସିବାକୁ ଯାଉଛି। 

କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ଡେଟ କରିବା ପରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ଏହି ବିବାହ ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସରେ ହୋଇଥିଲା। ଏବେ ଏହି ଦମ୍ପତି ବାପା, ମା’ ହେବାକୁ ଯାଉଛନ୍ତି।

ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ଆଥିୟା ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରି ଲେଖିଛନ୍ତି, ‘‘ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।” ନିଜର ପ୍ରେଗ୍ନେନ୍ସି ଘୋଷଣା ପରେ ଆଥିୟା ଲାଇମଲାଇଟ ଠାରୁ ଦୂରେଇ ରହିଥିଲେ।

ସମ୍ପ୍ରତି ଆଥିୟା ଅନୁଷ୍କା ଶର୍ମାଙ୍କ ସହିତ ଅଷ୍ଟ୍ରେଲିଆରେ ନଜର ଆସିଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଆଥିୟାଙ୍କ ବେବି ବମ୍ପ ଦେଖିବାକୁ ମିଳୁଛି। ଅନୁଷ୍କା ଓ ଆଥିୟା ଉଭୟ ନିଜନିଜ ସ୍ବାମୀଙ୍କୁ ଖେଳ ସମୟରେ ସମର୍ଥନ କରିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜଣାପଡ଼ିଛି।

ଅନ୍ତସତ୍ତ୍ବା ଥିବା ଅବସ୍ଥାରେ ଆଥିୟାଙ୍କ ସ୍ବାମୀଙ୍କ ପ୍ରତି ଥିବା ଭଲପାଇବା ଓ ସମର୍ଥନକୁ କ୍ରିକେଟର କେଏଲ ରାହୁଲଙ୍କ ଫ୍ୟାନ୍ସମାନେ ଭୁରିଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe