ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌ ସେମିରେ ପ୍ରମୋଦ

Advertisment
ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌ ସେମିରେ ପ୍ରମୋଦ

times of india

ଭୁବନେଶ୍ବର: ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଏକକ ବର୍ଗ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ର ମୋଦ ଭଗତ।

ଶୁକ୍ରବାର ଏସ୍‌ଏଲ୍‌-୩ ଏକକ ବର୍ଗର କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ୨୧-୧୬, ୨୧-୧୮ରେ ନିଜ ଦେଶର ଶରତ ଚନ୍ଦ୍ର ଯୋଶୀଙ୍କୁ ପରାସ୍ତ କରିଥିଲେ। ତେବେ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ଦୁଇ ଓଡ଼ିଆ ଦୀପ ରଞ୍ଜନ ବିଶୋୟୀ (ଏସ୍‌ଏଲ୍‌-୪) ଓ ଦିଲେଶ୍ବର ରାଓ (ଏସ୍‌ଏଲ୍‌-୩) ନିଜ ନିଜ ମ୍ୟାଚ୍‌ ହାରିଯାଇଛନ୍ତି। ଶନିବାର ସେମିଫାଇନାଲ୍‌ରେ ପ୍ରମୋଦ ଅନ୍ୟତମ ଭାରତୀୟ ବିକ୍ରମ କୁମାରଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe