ୟର୍କସାୟାରରୁ ଖେଳିବେ ପୂଜାରା

Advertisment
ୟର୍କସାୟାରରୁ ଖେଳିବେ ପୂଜାରା

India's Cheteshwar Pujara celebrates scoring a century during the first day's play of the first test cricket match between India and Sri Lanka in Galle, Sri Lanka, Wednesday, July 26, 2017. (AP Photo/Eranga Jayawardena)

ଲଣ୍ଡନ: ଆଇପିଏଲ୍‌ ନିଲାମରେ ବିକ୍ରି ନହେବା ପରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ୟର୍କସାୟାର ଦଳ ସହ ପୁଣି ଚୁକ୍ତି କରିଛନ୍ତି। ୨୯ ବର୍ଷୀୟ ପୂଜାରାଙ୍କ ସହ ନ୍ୟୁଜିଲାଣ୍ଡର କେନ୍‌ ଓ୍ଵିଲିୟମସନ୍‌ ମଧ୍ୟ ଏହି ଦଳରେ ଯୋଗ ଦେଇଛନ୍ତି। ଏଥିଲାଗି ସେ ଏପ୍ରିଲ ୧୭ ତାରିଖରେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ। ପୂଜାରା ପୂର୍ବରୁ ମଧ୍ୟ ଏହି ଦଳର ପ୍ରତିନିଧିତ୍ୱ କରି ସାରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ଏହା ମଧ୍ୟ ତାଙ୍କୁ ପ୍ରସ୍ତୁତି କରିବାର ସୁଯୋଗ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe