ଭୁବନେଶ୍ୱର: ମଙ୍ଗଳବାର ଏକ ମ୍ୟାଚ୍ରେ ସହିଦ ସ୍ପୋର୍ଟିଂ ‘ବାଇ’ ପାଇ ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଛି। ଏକ ବିବାଦୀୟ ଘଟଣାକୁ ନେଇ ପ୍ରତିଦ୍ୱନ୍ଦ୍ୱୀ ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍ ମ୍ୟାଚ୍ ଖେଳିବାକୁ ରାଜି ନହେବାରୁ ମ୍ୟାଚ୍ ବାତିଲ ହୋଇଥିଲା। ଫଳରେ ସହିତ ସ୍ପୋର୍ଟିଂକୁ ବାଇ ମିଳିଥିଲା। ଗୁରୁବାର ଭୁବନେଶ୍ୱରର ପାରାମାଉଣ୍ଟ୍ ଏବଂ କଟକର ଜୁଭେନାଇଲ କ୍ଲବ୍ ମଧ୍ୟରେ ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍ ସେମିରେ ସହିଦ
Advertisment
Follow Us