ସୁରଜିତ ହକିରେ ରାଜିନ ଅମ୍ପାୟାର

Advertisment
ସୁରଜିତ ହକିରେ ରାଜିନ ଅମ୍ପାୟାର

ଭୁବନେଶ୍ବର: ପଂଜାବର ଜଳନ୍ଧରଠାରେ ଚଳିତ ଅକ୍ଟୋବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୩୫ତମ ସୁରଜିତ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ରାଜିନ ଏକ୍କା ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ରାଜିନ ରାଜ୍ୟର ଅନ୍ୟତମ ଉଦୀୟମାନ ଅମ୍ପାୟାର ହୋଇଥିଲା ବେଳେ ଏହା ପୂର୍ବରୁ ସେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ କରି ସାରିଛନ୍ତି। ରାଜିନ ଏଥିଲାଗି ସୋମବାର ଜଳନ୍ଧର ଅଭିମୁଖେ ଯାତ୍ରା କରିଥିବା ଜଣା ପଡ଼ିଛି। ମଙ୍ଗଳବାର ସେ ନିଜ ପ୍ରଥମ ମ୍ୟାଚ୍ ପରିଚାଳନା ବି କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe