ନିଆରା ନେମାର

Advertisment
ନିଆରା ନେମାର

Brazilian footballer Neymar Jr. has celebrated his 26th birthday in style with girlfriend Bruna Marquezine and alongside compatriots Gabriel Jesus and Ronaldo at the lavish Pavillon Cambon in Paris. The Paris Saint-Germain forward was joined by the Manchester City striker and former World Cup hero with 200 guests also including Formula 1 champion Lewis Hamilton. // Neymar Jr. is seen with his girlfriend Bruna Marquezine and his son Davi Lucca da Silva Santos while celebrating his 26th birthday in Paris, France on February 4, 2018 // Benjamin Cremel / Red Bull Content Pool // For more content, pictures and videos like this please go to www.redbullcontentpool.com

ପ୍ୟାରିସ: ବ୍ରାଜିଲୀୟ ଫୁଟ୍‌ବଲ୍‌ ତାରକା ନେମାର ସୋମବାର ତାଙ୍କ ୨୬ତମ ଜନ୍ମ ଦିବସ ପାଳନ କରିଥିଲେ। ପ୍ରେମିକା ବ୍ରୁନା ମାରକ୍ୱେନ୍‌ ଏବଂ ପୁଅ ଡାଭି ଲୁକାଙ୍କ ସହ ତାଙ୍କ ଜନ୍ମଦିନ ଉତ୍ସବରେ ପାଖା ପାଖି ୨୦୦ ସ୍ୱତନ୍ତ୍ର ଅତିଥି ଯୋଗ ଦେଇଥିଲେ। ଏଥିରେ ପର୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଓ ଫର୍ମୁଲା ଓ୍ଵାନ୍‌ର ବିଶ୍ୱବିଜେତା ଲୁଇସ୍‌ ହାମିଲଟନ ମଧ୍ୟ ଥିଲେ। ଏପରିକି ଏହି ଉତ୍ସବକୁ ନେମାର ବ୍ରାଜିଲର ୫୦ ଜଣ ପ୍ରଶଂସକଙ୍କୁ ସାମିଲ କରିଥିଲେ। ସେମାନଙ୍କ ବିମାନ ଭଡ଼ା ସହ ରହିବା ଏବଂ ଖାଇବା ଖର୍ଚ ମଧ୍ୟ ସେ ବହନ କରିଥିଲେ। ନେମାର ସଂପ୍ରତି ଫ୍ରାନ୍ସର ପିଏସଜି ଦଳ ପକ୍ଷରୁ ଖେଳୁଛନ୍ତି। ଏହି ଦଳ ତାଙ୍କୁ ୨୦୧୭ ଅଗଷ୍ଟରେ ୨୦୦ ନିୟୁତ ପାଉଣ୍ଡ ଦେଇ କିଣିଥିଲା। ପିଏସ୍‌ଜି ସହ ନେମାର ୨୦୨୨ ପର୍ଯ୍ୟନ୍ତ ରହିବେ। ସୋମବାର ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ନେମାରଙ୍କ ଅତିଥି ରୋନାଲଡୋଙ୍କର ମଧ୍ୟ ଜନ୍ମଦିନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe