ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ୍‌

Advertisment
ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିପାରନ୍ତି ରସେଲ୍,‌ ପୋଲାର୍ଡ

ଗାଏନା: ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ପ୍ରାୟ ୩୦ ମାସ ପରେ େଓ୍ଵଷ୍ଟଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଛନ୍ତି। ଶେଷ ଥର ପାଇଁ ୨୦୧୫ ନଭେମ୍ବରରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ରସେଲ୍‌ ଆସନ୍ତା ରବିବାରଠୁ ଗାଏନାରେ ଆରମ୍ଭ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe