ଆଇପିଏଲ : ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବ କୋଲକାତା

Advertisment
ଆଇପିଏଲ : ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବ କୋଲକାତା

ଚେନ୍ନାଇ: ଚଳିତ ଆଇପିଏଲ୍‌-୧୪ରେ ପ୍ରଥମ ଥର ପାଇଁ ରବିବାର ଯୁଗଳ ମୁକାବିଲା ହେଉଛି ଅପରାହ୍ .୩୦ରେ ଚେନ୍ନାଇର ଚେପକ୍ରେ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବାକୁ ଯାଉଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ୍ରେ ବିଶ୍ବ କ୍ରିକେଟ୍ ଦୁଇ ଶ୍ରେଷ୍ଠ ଧଳା ବଲ୍କ୍ରିକେଟ୍ଅଧିନାୟକ ମୁହାଁମୁହିଁ ହେବେ ସେମାନେ ହେଲେ  ଇଅନ ମୋର୍ଗାନ୍ ବିରାଟ କୋହଲି ଦୁଇଟି ବିଜୟ ସହ ଆତ୍ମବିଶ୍ବାସରେ ଥିବାରୁ କୋହଲିଙ୍କ ଦଳ ନିଶ୍ଚିତ ଏହି ଅପରାହ୍ ମ୍ୟାଚ୍ରେ ଫାଇଦାରେ ରହିବ ବୋଲି ଅନୁମାନ କରାଯାଉଛି।

ସେହିପରି ସଂଧ୍ୟା ୭.୩୦ ମିନିଟରେ ମୁମ୍ବାଇ‌ର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ପଞ୍ଜାବ କିଙ୍ଗ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe