ଅର୍ଜୁନଙ୍କ ଆଇପିଏଲ୍‌ ପଦାର୍ପଣ ନେଇ ରୋହିତଙ୍କ ସଙ୍କେତ

Advertisment
ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିନପାରେ

photo-Indian Express

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ନିଜର ଶେଷ ମ୍ୟାଚ୍‌ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ଅନେକ ଖେଳାଳିଙ୍କୁ ଆଇପିଏଲ୍‌ ପଦାର୍ପଣ ସୁଯୋଗ ଦେବାକୁ ଚିନ୍ତା କରୁଛୁ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଫଳରେ ଦୁଇ ସଂସ୍କରଣ ହେବ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରହିଥିଲେ ମଧ୍ୟ ପଦାର୍ପଣ କରିନଥିବା ଅର୍ଜୁନ ତେନ୍ଦୁଲକରଙ୍କ ସୁଯୋଗ ମିଳିବାର ସମ୍ଭାବନା ଦେଖାଯାଇଛି। ଅର୍ଜୁନଙ୍କୁ ଚଳିତ ବର୍ଷ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe