SA wins toss
କୋଲକାତା : ଭାରତ ଏବଂ ଦକ୍ଷିଣ ଆଫ୍ରିକା(India vs South Africa) ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ବ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଭାରତ ପ୍ରଥମେ ବୋଲିଂ କରିବ । ଭାରତର ପ୍ଲେଇଂ ଏକାଦଶରୁ ସାଇ ସୁଦର୍ଶନଙ୍କୁ ବାଦ୍ ଦିଆଯାଇଛି, ଯେତେବେଳେ ଧ୍ରୁବ ଜୁରେଲ ଏବଂ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଅଧିନାୟକ ଶୁଭମନ ଗିଲ୍ ଚାରି ଜଣ ସ୍ପିନରଙ୍କୁ ଖେଳାଉଛନ୍ତି ।
Follow Us