ସୁନ୍ଦର ଫଟୋ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲେ ସଚିନ ତନୟା ସାରା

ସୁନ୍ଦର ଫଟୋ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲେ ସଚିନ ତନୟା ସାରା

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍‌ ତାରକାଙ୍କ ପିଲାଏ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହି ଆସିଛନ୍ତି। କେବେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା, ଶ୍ରୀଦେବିଙ୍କ ଝିଅ ଜାହ୍ନବୀ ତ ପୁଣି କେବେ ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆରିୟାନ୍‌। ମାତ୍ର ଏଥର ଚର୍ଚ୍ଚାରେ ରହିଥିବା ଯୁବତୀ ଜଣଙ୍କ କେଉଁ ବଲିଉଡ୍‌ ଷ୍ଟାର୍‌ଙ୍କ ଝିଅ ନୁହଁନ୍ତି, ସେ ହେଉଛନ୍ତି ଗଡ୍‌ ଅଫ୍‌ ଦ କ୍ରିକେଟ୍‌ ନାମରେ ପରିଚିତ କ୍ରିକେଟ୍‌ ତାରକା ସଚିନ୍‌ ତେନ୍ଦୁଲକର୍‌ଙ୍କ ତନୟା ସାରା।

ସାରାଙ୍କର ନିକଟରେ ବହୁ ଆକର୍ଷଣୀୟ ଫଟୋ ଫେସ୍‌ବୁକ୍‌ରେ ଦେଖିବାକୁ ମିଳିଛି। ଏନେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବୟସ ମାତ୍ର ୧୯। ସେ ବାପାଙ୍କ ପରି କ୍ରିକେଟ୍‌ ଖେଳିବାକୁ ଖୁବ୍‌ ଭଲପଆନ୍ତି। ଗୀତ ଗାଇବା ସାରାଙ୍କର ସଉକ। ଜୀବନର ପ୍ରତିଟି କ୍ଷେତ୍ରରେ ନିଜ ବାପାଙ୍କୁ ଆଦର୍ଶ ବୋଲି ଭାବନ୍ତି ସାରା। ସେ ୧୯୯୭ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe