ସୁସ୍ଥ ନାହାନ୍ତି ସାଇନା

Advertisment
ସୁସ୍ଥ ନାହାନ୍ତି ସାଇନା

ହାଇଦ୍ରାବାଦ: ଭାରତୀୟ ବ୍ୟାଡିମଣ୍ଟନ ଜଗତର ଅନ୍ୟତମ ଚର୍ଚିତ ନାୟିକା ସାଇନା ନେହଓ୍ଵାଲ ଏବେ ପୂରା ସୁସ୍ଥ ନାହାନ୍ତି। ପୂର୍ଣ୍ଣ ସୁସ୍ଥତା ଲାଭ କରିବା ଲାଗି ତାଙ୍କୁ ଆହୁରି କିଛି ସମୟ ଲାଗିବ। ସାଇନା ସେଥିପାଇଁ ଇଣ୍ଡିଆନ୍‌ ଓପନ ପରେ ଥିବା ତିନି ସପ୍ତାହର ଖାଲି ସମୟ ଉପରେ ନଜର ପକାଇଛନ୍ତି। ମୋ ଗୋଡ଼ ମୋଡ଼ି ହୋଇ ଯାଇଛି। ସେଥିପାଇଁ ପୂରା ଦମରେ ଖେଳି ପାରୁ ନାହିଁ। ଇଣ୍ଡିଆନ୍‌ ଓପନ୍‌ ପରେ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା କରିବି ବୋଲି ସାଇନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe