ସନ୍ତୋଷ ଟ୍ରଫି ଦଳ

Advertisment
ସନ୍ତୋଷ ଟ୍ରଫି ଦଳ

କଟକ: ବିହାରର ବେଗୁସରାଇଠାରେ ଚଳିତ ମାସ ୨୮ରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ସନ୍ତୋଷ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅର୍ଜୁନ ନାୟକଙ୍କ ନେତୃତ୍ୱରେ ଘୋଷଣା ଓଡ଼ିଶା ୩୦ ତାରିଖରେ ସିକିମ୍‌କୁ ଓ ଫେବ୍ରୁଆରି ୧ରେ ବିହାରକୁ ଭେଟିବ।
ଓଡ଼ିଶା ଦଳ: ଇଜାଜୁଦ୍ଦିନ୍‌ ଖାନ୍‌, ସୌମ୍ୟ ରଂଜନ ଦାସ, ଏସ୍‌ଏସ୍‌ ଆଲାମ, କାର୍ତ୍ତିକ ଭୋଳ, ଡି ଶ୍ରୀନାଥ, ରବି ହେମ୍ବ୍ରମ୍‌, ସୁନୀଲ ମୁଣ୍ଡା, ନବୀନ ସୁନା, ରୁଦ୍ର ପ୍ରଧାନ, ସୁନୀଲ ସରଦାର, ବିକାଶ ପଢିଆରୀ, ଅର୍ପଣ ଲାକ୍ରା, ଭାବଗ୍ରାହୀ ପଢିଆରୀ, ଅରବିନ୍ଦ ଲାକ୍ରା, ଅମର ଲାକ୍ରା, ଅମର ଓରାଅନ୍‌, ସୁବାଷ ପ୍ରଧାନ, ଅର୍ଜୁନ୍‌ ନାୟକ, ବିଜୟ ବେହେରା, ସୌରଭ ରଂଜନ ହନୁମାନ। ପ୍ରଶିକ୍ଷକ: ମହମ୍ମଦ ସଲିମ୍‌, ଗୋଲ ରକ୍ଷକ ପ୍ରଶିକ୍ଷକ: ବିଶ୍ୱଜିତ ମାହାନା, ସହକାରୀ ପ୍ରଶିକ୍ଷକ: ଗଙ୍ଗାଧର ବେହେରା, ପ୍ରବନ୍ଧକ: ନରେନ୍ଦ୍ର କୁମାର ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe