ସର୍ଦାର ଓ ଶ୍ରୀଜେଶଙ୍କୁ ଝୁରିବେ ଦର୍ଶକ

Advertisment
ରାଉରକେଲା ଛାତ୍ରାବାସରୁ ୨୦ ବଲ୍‌ବଏ

ଭୁବନେଶ୍ୱର ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଯାହା ସ୍ଥାନୀୟ ହକିପ୍ରେମୀଙ୍କ ପାଇଁ ଖୁସିର ଖବର ହୋଇଛି। ହେଲେ ଓଡ଼ିଶା ହକି ପ୍ରେମୀ ଏହି ସମ୍ମାନଜନକ ପ୍ରତିଯୋଗିତା ଅବସରରେ ଭାରତୀୟ ହକିର ଦୁଇ ତାରକା ଖେଳାଳି ଗୋଲ୍‌ ରକ୍ଷକ ପିଆର ଶ୍ରୀଜେସ ଏବଂ ସର୍ଦାର ସିଂହଙ୍କୁ ଦେଖିବାକୁ ପାଇବେ ନାହିଁ। ଖରାପ ଫର୍ମ ପାଇଁ ସର୍ଦାର ଦଳରୁ ବାଦ୍‌ ପଡ଼ିଥିଲା ବେଳେ ଶ୍ରୀଜେଶ ଆଘାତ ପ୍ରାପ୍ତ ହୋଇଥିବାରୁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ଯୁବ ତାରକା ରୂପିନ୍ଦର ପାଲ ସିଂହ କିନ୍ତୁ ଭାରତୀୟ ଦଳକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe