| Photo Credit: Twitter
ଇସ୍ଲାମବାଦ୍: ଆଇସିସି ବିଶ୍ୱକପ ୨୦୧୯ରେ ଭାରତଠାରୁ ପାକିସ୍ତାନ ଶୋଚନୀୟ ଭାବେ ପରାଜିତ ହେବା ପରେ ନିଜ ଟିମ୍କୁ ହିଁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଛନ୍ତି ପାକିସ୍ତାନୀ ଖେଳ ପ୍ରେମୀ। ବିଶ୍ୱକପ୍ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ଲଗାତର ସପ୍ତମ ଥର ପାଇଁ ହରାଇଛି। ପାକିସ୍ତାନ ଭାରତଠାରୁ ଲଜ୍ଜାଜନକ ଭାବେ ହାରିବା ପରେ ପାକିସ୍ତାନୀ ଖେଳପ୍ରେମୀମାନେ ପାକ୍ କ୍ରିକେଟ୍ ଟିମ୍ର କ୍ୟାପଟେନ ସର୍ଫରାଜ ଅହମ୍ମଦଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଛନ୍ତି। ନିମ୍ନରେ ସେହି ଟ୍ଵିଟ୍ରୁ କେତୋଟି ଦିଆଯାଇଛି।
Follow Us