ଶୌଳେନ୍ଦ୍ର ସଚିବାଳୟ ଚେସ୍‌ ବିଜେତା

Advertisment
ଜାତୀୟ ଦଳଗତ ଚେସ୍‌:ପିଏସ୍‌ପିବିକୁ ଦ୍ୱିମୁକୁଟ ନିଶ୍ଚିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ଚେସ୍‌ ସଂଘ ଆନୁକୂଲ୍ୟରେ ଅନ୍ତବିଭାଗୀୟ ଚେସ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଯୋଜନା ଓ ପ୍ରାୟୋଜନ ବିଭାଗର ଅନୁଶାସନ ସଚିବ ଶୌଳେନ୍ଦ୍ର ନାଥ ରାଉତ ବିଜେତା ହୋଇଥିଲା ବେଳେ ଗଗନ ବିହାରୀ ଦାଶ, କୃପାସିନ୍ଧୁ ମଲ୍ଲିକ, ଗଙ୍ଗାଧର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀ ପଅସାଦ ଭୂୟାଁ, ପ୍ରତାପ ଜେନା, ଦୈତାରୀ ପ୍ରଧାନ, ରଜନୀକାନ୍ତ ଦାସ ଏବଂ ପ୍ରକାଶ ଚନ୍ଦ୍ର ସାହୁ ଦ୍ୱିତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗିତାରେ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe