ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ପ୍ରଶିକ୍ଷଣରେ ୨୩ କୃତକାର୍ଯ୍ୟ

Advertisment
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ପ୍ରଶିକ୍ଷଣରେ ୨୩ କୃତକାର୍ଯ୍ୟ

ଭୁବନେଶ୍ବର: ଚଳିତ ମାସ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ଆତ୍ମରକ୍ଷା କୌଶଳ (ରିଆକ୍ଟ)ର ଚତୁର୍ଥ ଦଫାରେ ମୋଟ ୨୩ ପ୍ରତିଯୋଗୀ ପ୍ରଶିକ୍ଷଣ ନେଇ କୃତକାର୍ଯ୍ୟ ହୋଇଛନ୍ତି। ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ସହକାରୀ ସଚିବ ପିକେ ଦାସ, ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ରିଆକ୍ଟ ପୁସ୍ତକ ସହ ମାନପତ୍ର ପ୍ରଦାନ କରିଥିଲେ। ଏହି ଛାତ୍ରୀମାନଙ୍କୁ ହରିପ୍ରସାଦ ପଟ୍ଟନାୟକଙ୍କ ସହ ଅନୁପମା ସ୍ବାଇଁ, ଅନୁରାଧା ପାତ୍ର, ସୁସ୍ମିନି ପାଲଟାସିଂହ, ସିନ୍ଧୁତନୟା ଖୁଣ୍ଟିଆ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe