ଶୃଙ୍ଖଳା ଶ୍ରେଷ୍ଠରେ ସୁନ୍ଦର ସର୍ବକନିଷ୍ଠ

Advertisment
ଶୃଙ୍ଖଳା ଶ୍ରେଷ୍ଠରେ ସୁନ୍ଦର ସର୍ବକନିଷ୍ଠ

ଭାରତୀୟ ଅଫ୍‌ ସ୍ପିନର୍‌ ଓ୍ଵାସିଂଟନ୍‌ ସୁନ୍ଦର (୧୮ ବର୍ଷ ୧୬୪ ଦିନ) ସର୍ବକନିଷ୍ଠ ଖେଳାଳି ଭାବେ କୌଣସି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାର କୀର୍ତ୍ତିମାନ କରିଛନ୍ତି। ସେ ରବିବାର ଶେଷ ହୋଇଥିବା ନିଦାହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୁନ୍ଦରଙ୍କ ପୂର୍ବରୁ ଏହି କୀର୍ତିମାନ ପାକିସ୍ତାନ ଦ୍ରୁତ ବୋଲର ଓ୍ଵାକର୍‌ ୟୁନୁସ୍‌ଙ୍କ ନାମରେ ଥିଲେ। ସେ ୧୮ ବର୍ଷ ୧୬୯ ଦିନ ବୟସରେ ‘ଅଷ୍ଟ୍ରେଲିଆ-ଏସିଆ’ କପ୍‌ (୧୯୯୦ ମାସିହା)ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe