ସାହିଦ ଆଫ୍ରିଦିଙ୍କ ଝିଅକୁ ବାହା‌ ହେଲେ ସାହିନ

ସାହିଦ ଆଫ୍ରିଦିଙ୍କ ଝିଅକୁ ବାହା‌ ହେଲେ ସାହିନ

Zee News - India.com

କରାଚି : ପାକିସ୍ତାନ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି ଶୁକ୍ରବାର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କୁ ବିବାହ କରିଛନ୍ତି। କରାଚିର ଏକ ମସ୍‌ଜିଦ୍‌ରେ ଅନୁ‌ଷ୍ଠିତ ଏହି ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟଙ୍କ ସହ ଅନେକ କ୍ରିକେଟ୍‌ର ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe